Search
Close this search box.

ସାତଲକ୍ଷରୁ ଉର୍ଦ୍ଧ୍ ଟଙ୍କାର ଶାଗୁଆନ କାଠ, ଗାଡି ଜବତ ଓ ଦୁଇ ଅଭିଯୁକ୍ତ ଗିରଫ

0
SHARES
12
VIEWS

ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଟିକିରି ବନାଞ୍ଚଳ ଅଧିନସ୍ଥ କୁଚେଇପଦର ଗ୍ରାମ ନିକଟରୁ ଗତକାଲି ରାତିତ୍ରୀରେ ଏକ ଭ୍ୟାନ ରେ ବହୁମୂଲ୍ୟର ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ଟିକିରି ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ମିଳିଥିଲା। ଶାଗୁଆନ ବୋଝେଇ ଗାଡିଟି କୁଚେଇ ପଦର ରୁ ଟିକିରି ଅଭିମୁଖେ ଆସୁଥିବା ବେଳେ ଟିକିରି ବନାଞ୍ଚଳ ଅଧିକାରୀ ମାନେ ଉକ୍ତ କାଠ ବୋଝେଇ ଭ୍ୟାନ କୁ ଠାବ କରି ବନ ବିଭାଗ ଏକ ବଡ ଧରଣ ର ସଫଳତା ହାସଲ କରିଛି।
ଉକ୍ତ ଘଟଣାଟି ଗତକାଲି ରାତ୍ରୀ ପ୍ରାୟ ୧୨ଟା ରୁ ୩ ଘଣ୍ଟିଆ ସମୟ ମଧ୍ୟରେ କୁଚେଇପଦର ଗ୍ରାମ ନିକଟରେ ଗୋଟିଏ ଭ୍ୟାନ ରେ ଶାଗୁଆନ କାଠ ବହୁ ପରିମାଣରେ ବୋଝେଇ ହୋଇ ଯାଉଥିବା ସମୟରେ ଟିକିରି ଗୋକୁଳମୁଣ୍ଡା ପେଟ୍ରାଲ୍ ପମ୍ଫ ନିକଟରେ ଗାଡ଼ି କୁ ବନ ବିଭାଗ ଅଧିକାରୀ ମାନେ ଠାବ କରିଥିଲେ। ଅଧିକାରୀ ମାନେ ଗାଡିଟିକୁ ଅଟକାଇ କେଉଁ କାଠ ନିଆ ଯାଉଥିବା ଜାଣିବାକୁ ଚେଷ୍ଟା କରିଥିଲେ ହେଲେ ଉକ୍ତ ଅଭଯୁକ୍ତ ମାନେ ହେଲେ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ହଣ୍ଡାମଡା ଗ୍ରାମର ନଟବର ଦଳେଇ ଙ୍କ ପୁଅ ଗଣେଶ ଦଳେଇ ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଖାଲ କୋଣା ଗ୍ରାମ ର ପୁରୁଷୋତ୍ତମ ବିଶୋଇ ଙ୍କ ପୁଅ ଭଗବାନ ବିଶୋଇ ଉଭୟ ଦୀର୍ଘଦିନ ଧରି ଅଞ୍ଚଳରେ କାଠ ବ୍ୟବସାୟ କରୁଥିବା ଜଣାପଡିଛି ।ନୀଳଗିରି ଗଛ ନେଉଥିବା କହିବା ସହ ନୀଳଗିରି କାଠ ନେଉଥିବାର କାଗଜ ପତ୍ର ଦେଖାଇ ଉକ୍ତ ସ୍ଥାନରୁ ତରବରିଆ ଭାବେ ଖସି ଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାହା ଜାଲ କାଗଜ ପତ୍ର ଦେଖାଇ ଥିବା ଅଧିକାରୀ ମାନେ ଜାଣି ପାରି ତୁରନ୍ତ ଦୁଇଜଣ ବ୍ୟକ୍ତି ସମେତ କାଠ ସହ ଓଡି -୦୨-ବି.କେ ୩୨୪୪ ନମ୍ବର ର ଗାଡିକୁ ନିଜ ହେପାଜତ୍ର କୁ ନେଇ ପଚାରା ଉଚରା କରିବା ପରେ ବ୍ରହ୍ମପୁର କିମ୍ବା ଭୂବନେଶ୍ଵର ନେଉଥିବା ଜଣାପଡିଥିଲା। ବନ ବିଭାଗ ପକ୍ଷରୁ ସୁଚନା ଅନୁଯାୟୀ ଠାବ କରିଥବା କାଠ ର ମୁଲ୍ୟ ହାରାହାରୀ ସାତ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହୋଇଥିବ। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ

    Related News

    Follow Us