Search
Close this search box.

ଶବ ରଖି ଲୋକଙ୍କ ରାସ୍ତା ଅବରୋଧ

0
SHARES
13
VIEWS

ଯୋଡା,୧୦/୨(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅଧିନସ୍ତ ବଳଦ। କ।ଳିମ।ଟି ରାସ୍ତାରେ ଏକ ହାଇୱ। ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟି ଥିବା ପରିବାର ବର୍ଗ ଙ୍କୁ କ୍ଷତିପୂରଣ ପ୍ରଦାନ ଦାବି ରେ ରାସ୍ତା ଅବରୋଧ ଜାରି ରହିଛି ।ଶତାଧିକ ମହିଳା ପୁରୁଷ ବ୍ୟବଚ୍ଛେଦ ହୋଇ ଆସିଥିବା ଶବ କୁ ଆମ୍ବୁଲାନ୍ସ ରେ ରଖି ରାସ୍ତା ଅବରୋଧ କରି ରଖିଛନ୍ତି ।ସୂଚନା ଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନ ପ୍ରାୟ ୧.୩୦ ମିନିଟ୍ ସମୟରେ ଏକ ହାଇ ୱା ଟ୍ରକ୍ ସ୍ଥାନୀୟ ଅଞ୍ଚଳ ର କୁନୁ ଗାଗ ରାଇ ନାମକ ବ୍ୟକ୍ତି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା ।ସ୍ଥାନୀୟ ଏକ କମ୍ପାନୀ କୁ ଘଟଣା ର ଦାୟୀ କରି ଆର୍ଥିକ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରି ରଖିଥିଲେ ।ସଂପୃକ୍ତ କମ୍ପାନୀ କତୃପକ୍ଷ ଏଥିପ୍ରତି ଗୁରୁତ୍ବ ନ ଦେଇ ଆଲୋଚନା କରିବାକୁ ଆସି ନ ଥିବାରୁ ଏହି ଅବରୋଧ ଜାରି ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଫଳରେ ଅଞ୍ଚଳରେ ଖଣିଜ ପରିବହନ ସମ୍ପୂର୍ଣ ଠପ ହେବ। ସହ ଟ୍ରାଫିକ ସମସ୍ୟା ଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ବାମେବ।ରି ପୋଲିସ ପହଞ୍ଚି ଅବରୋଧ କାରୀ ଙ୍କୁ ବୁଝା ଶୁଝା କରିଥିଲେ ହେଁ ଅଞ୍ଚଳବାସୀ ମାନି ନ ଥିଲେ ଏବଂ ସଂପୃକ୍ତ କମ୍ପାନୀ କ୍ଷତିପୂରଣ ନେଇ କୌଣସି ଆଲୋଚନା କରିବାକୁ ଆସି ନ ଥିବାରୁ ରାସ୍ତା ଅବରୋଧ ଜାରି ରହିଥିବା ଅଞ୍ଚଳ ବାସୀ କହିଛନ୍ତି ।ପ୍ରକାଶ ଯୋଗ୍ୟ କି,
ଦୁବୁନା ଠାରେ ଥିବା ଏକ କମ୍ପାନୀ କୁ ସାଗାସାହି ଅଞ୍ଚଳରୁ ଲୁହାପଥର ବୋଝେଇ କରି ଆସିଥିବା ହାଇୱା ନଂଓ ଡି ୦୯ଭି ୬୦୯୯ ପ୍ଲାଣ୍ଟ ରେ ଖଣିଜ ଖଲାସ କରି ଫେରୁଥିବା ସମୟରେ ବଡ଼ କାଳିମାଟି ଅଞ୍ଚଳ ର କୁନୁ ଗାଗରାଇ କୁ ଧକ୍କା ଦେଇଥିଲା ।ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ପରିବହନ ଜନିତ ଦୁର୍ଘଟଣା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇ ଧନ ଜୀବନ ନଷ୍ଟ ହେଉଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଅସଂଖ୍ୟ ଖଣିଜ ବୋଝେଇ ଟ୍ରକ ଚଳାଚଳ ଓ ପାର୍କିଂ ବ୍ୟବସ୍ଥା ନ ଥିବାରୁ ଟ୍ରାଫିକ ସମସ୍ୟା ହେତୁ ଏହିପରି ପ୍ରତିଦିନ ଦୁର୍ଘଟଣା ଘଟୁଥିବାରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି

    Related News

    Follow Us