Search
Close this search box.

ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସଂରକ୍ଷଣ

0
SHARES
29
VIEWS

ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଏବଂ ସଂରକ୍ଷଣ ପାଇଁ ଫେବ୍ରୁଆରି ୩ରୁ ୫ ତାରିଖ ଦିର୍ଘ ତିନିଦିନ ଧରି ଆୟୋଜିତ ହେବକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ଵର ସ୍ଥିତ ଜନତା ମଇଦାନଠାରେ ଆରମ୍ଭ ହୋଇଛି l ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତିନିଦିନିଆ ଭାଷା ମହାକୁମ୍ଭ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ବ୍ଲକ୍ ସ୍ତରୀୟ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରାଯାଇଛି l ଓଡ଼ିଆ ଭାଷା ଇତିହାସରେ ଓଡ଼ିଆ ଭାଷାର ବହୁ ଐତିହ୍ୟ ଓ ଗୌରବମୟ ଅଧ୍ୟାୟ ରହିଛି । ଓଡ଼ିଆ ଭାଷାର ସତ୍ତାକୁ ଉଜ୍ଜୀବିତ କରିବା ପାଇଁ ଅନେକ ମହାପୁରୁଷ ମାନେ ଅନେକ ପରିଶ୍ରମ ଓ ବଳିଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା ନୂଆ ନୂଆ ଆହ୍ବାନର ସମ୍ମୁଖୀନ ହେଉଛି । ଏହି ଆହ୍ୱାନର ମୁକାବିଲା କରି ଓଡ଼ିଆ ଭାଷା ର ଉନ୍ନତି ଓ ଲୋକପ୍ରିୟ କରିବା ଆଜି ଠାରୁ ଆରମ୍ଭ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ବିଡ଼ିଓ ଫକୀର ଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ଲକ ଅଧ୍ୟକ୍ଷା ତ୍ରିବେଣି ନାହକ, ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ଗୌଡ,ତାରାତାରିଣୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ପଣ୍ଡା, ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ବିଭାଗର ଅଧ୍ୟାପିକା ସସ୍ମିତା ପାତ୍ର
ଟେକନିକାଲ ହାଇସ୍କୁଲ ଅବସରପ୍ରାପ୍ତ ଶିକ୍ଷାବିତ ବଂଶୀଧର ରଥ,ଶିକ୍ଷକ ବିଘ୍ନରାଜ ପଣ୍ଡା ସାଙ୍ଗକୁ ଵହୁ ଶିକ୍ଷାବିତ ଯୋଗଦେଇଥିଲେ ।

    Related News

    Follow Us