Search
Close this search box.

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜଫ୍ରେମ।

0
SHARES
27
VIEWS

ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାର୍ଜଫ୍ରେମ କଲା ଭିଜିଲାନ୍ସ।
ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହେଲା ଚାର୍ଜଫ୍ରେମ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଥିଲା ଭିଜିଲାନ୍ସ।
ପ୍ରଦୀପ ୯.୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗ।
ପ୍ରଦୀପ ବିଚାର ପ୍ରକ୍ରିୟାକୁ ବିଳମ୍ବିତ କରୁଥିଲେ: ଭିଜିଲାନ୍ସ।
ବିଭିନ୍ନ ବାହାନାରେ ୨୬ ଥର ତାରିଖ ଘୁଞ୍ଜାଇ ଥିଲେ ପ୍ରଦୀପ: ଭିଜିଲାନ୍ସ

    Related News

    Follow Us