Big Breaking – Paytm banned in India। Paytm କୁ ଶକ୍ତ ଝଟକା। ଇଣ୍ଡିଆ ରେ ଲାଗିଲା ପାବନ୍ଧି। ସହ ସହ ଗ୍ରାହକ ଠକେଇ ଅଭିଯୋଗ ରେ ଭାରତୀୟ ରିଜର୍ଭ ବ୍ୟାଙ୍କର କଡା ନିଷ୍ପତି। ପ୍ରଥମ ଥର ପାଇଁ RBI ର ଦୃଢ଼ ପଦକ୍ଷେପ Paytm payment Bank ବହିସ୍କୃତ। ନୂଆ ଗ୍ରାହକ ଗ୍ରହଣ କରିବା , ଆକାଉଣ୍ଟ ରେ ଟଙ୍କା deposit ରେ ରୋକ୍। ମାତ୍ର ଯେଉଁ ଗ୍ରାହକ ଙ୍କ ତାଙ୍କ Paytm ରେ ଅଛି ତାହା ଖର୍କ କରିବା ଯାଏ ତାଙ୍କୁ ମହଲତ।କିନ୍ତୁ Paytm ର ଫାଷ୍ଟ ଟାଗ ଭି ହୋଇଯିବ ଅକାମୀ । RBI ଦେଲା ଡେଡଲାଇନ । ୨୯ ଫେବୃଆରୀ ପରେ Paytm ହୋଇଯିବ ଅକାମୀ।