Search
Close this search box.

ଗଞ୍ଜାମ ଜିଲ୍ଲା ଗରିବ ଲୋକ ଙ୍କ ସ୍ବାସ୍ଥ୍ୟ ର ସାହାରା ହେଇଛି MKCG ମେଡିକାଲ୍

0
SHARES
1
VIEWS

ଗଞ୍ଜାମ ଜିଲ୍ଲା ଗରିବ ଲୋକ ଙ୍କ ସ୍ବାସ୍ଥ୍ୟ ର ସାହାରା ହେଇଛି MKCG ମେଡିକାଲ୍। କିନ୍ତୁ ଦୁଃଖ ଓ ପରିତାପ ର ସହିତ କହିବାକୁ ବାଧ୍ୟ ହେଉଛି ଗୋଟେ ଗରୀବ ଓ ଦିନ ମଜୁରିଆ ଟି ଆଜି ତାର ଛୁଆଁ ର ଗଡ ବ୍ୟାଣ୍ଡ ଥିବା ହେତୁ MKCG ମେଡିକାଲ୍ ଯାଇଥିଲେ ହେଲେ CTVS ଦାୟିତ୍ଵ ରେ ଥିବା ମାଡମ୍ ଶୋଭା ରାଓ ଯେଉଁ ବ୍ୟବହାର ଦେଖାଉଥିଲା ତାହା ଲଜ୍ୟା ଜନକ।ଟିକେ ଭାବନ୍ତୁ ଗରୀବ ଓ ଦିନ ମଜୁରିଆ ଟି ଅର୍ଥ ର ଅଭାବ ହେତୁ ଆସିଥାଏ MKCG କିନ୍ତୁ ଏହି ମାଡମ୍ ଜଣଙ୍କ କୁକୁର ମାଙ୍କଡ଼ ପରି ବ୍ୟବହାର ଦେଖାଉଥିଲେ । ତେଣୁ ମୋର MKCG ମେଡ଼ିକାଲ୍ କର୍ତ୍ତୃପକ୍ଷ ଘଟଣା ର ସତ୍ୟତା ଯାଞ୍ଚ କରନ୍ତୁ । ୩୦.୧.୨୦୨୪ ତାରିଖ ରେ ORTHOPAEDIC ବିଭାଗ ରେ ଆଜି ଯେତେ ଜଣ ପେସେଣ୍ଟ ସେହି CTVS ଦାୟିତ୍ଵ ରେ ଥିବା ମାଡମ୍ ଶଭା ରାଓ ନିକଟକୁ ଯାଇଥିଲେ ସେମାନଙ୍କ ପ୍ରତିକ୍ରିୟା ନିଅନ୍ତୁ। ସତ ଜଣାପଡ଼ିବ। କିନ୍ତୁ ଦୁଃଖ ଲାଗୁଛି ଓଡ଼ିଶା ସରକାର ସ୍ବାସ୍ଥ୍ୟ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି MKCG ମେଡ଼ିକାଲ୍ କେବେ ବଦଳୁଛି। ଯଦି ଏହି ଘଟଣା କୁ ଧ୍ୟାନ ନ ଦେବେ ଆଗମୀ ଦୀନରେ ଗୋଟେ ଗରୀବ ଶ୍ରେଣୀ ର ପାରିବାର ମାଗଣା ସେବା କୁ ନ ଯାଇ ଟଙ୍କା ଖର୍ଚ୍ଚ କରି ପ୍ରାଇଭେଟ୍ ମେଡିକାଲ୍ ଜୀବକୁ ବାଧ୍ୟ ହେବେ ବୋଲି କହି ଦୁଃଖ କରି ଯାଇଛନ୍ତି

    Related News

    Follow Us