ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ ଘରେ ରେଡ୍
-ଚଢ଼ାଉ ବେଳେ ଉପସ୍ଥିତ ନଥିଲେ ହେମନ୍ତ ସରେନ
-ହେମନ୍ତଙ୍କ ଏକ BMW ଗାଡ଼ି ଜବତ କଲା ED
-BMW ସହ ୩୬ଲକ୍ଷ ଟଙ୍କା ଜବତ କଲା ED
-୨୭ରେ ଦଶମ ଥର ପାଇଁ ସମନ ନୋଟିସ୍ ଜାରି ହୋଇଥିଲା
-ଜମି ଦୁର୍ନୀତି ମାମଲାରେ ଚଢ଼ାଉ କରିଛି ED
-ଚଢ଼ାଉ ପରେ ED କୁ ଚିଠି ଲେଖିଲେ ହେମନ୍ତ, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ