Search
Close this search box.

ପୂର୍ବତନ ପ୍ରେମିକ ସ୍ବାମୀ ସାଜି ମହିଳାମାନଙ୍କୁ ଧମକ ଦେଉଥିଲା

0
SHARES
10
VIEWS

ପୂର୍ବତନ ପ୍ରେମିକ ସାଜି ସ୍ବାମୀ ମହିଳାମାନଙ୍କୁ ଧମକ ଦେଉଥିଲା। ସ୍ତ୍ରୀ ସାଇବର ଥାନାର ଅଧିକାରିଣୀ ପରିଚୟରେ ସେମାନଙ୍କୁ ଉଦ୍ଧାର କରିବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲା। ଏମିତି ଏକ ଧୂର୍ତ୍ତ ଦମ୍ପତିଙ୍କ ଖେଳ ବିଗାଡ଼ି ଦେଇଛି ଭୁବନେଶ୍ବର ସାଇବର ଥାନା ପୁଲିସ। ସ୍ତ୍ରୀ ତଥା ନକଲି ସାଇବର ଥାନା ଅଧିକାରିଣୀକୁ ଗିରଫ କରାଯାଇଛି। କିନ୍ତୁ ଏହି ଗେମ୍‌ର ମାଷ୍ଟରମାଇଣ୍ଡ ସ୍ବାମୀ ଫେରାର୍ ହୋଇଯାଇଛି। ଆଜି କୋର୍ଟ ଚାଲାଣ ହୋଇଥିବା ମହିଳା ହେଲେ ବାଲେଶ୍ବର ବାଲିଆପାଳ ଅଞ୍ଚଳର ସସ୍ମିତା ଜେନା(୨୯)। ତା’ଠାରୁ ମୋବାଇଲ୍‌ ଫୋନ୍‌, ଡେବିଟ୍‌ କାର୍ଡ, ଚେକ୍‌ ବୁକ୍‌ ଓ ପାସ୍‌ବୁକ୍‌ ଆଦି ଜବତ କରାଯାଇଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us