Search
Close this search box.

ଉଦଘାଟିତ ହେଲା ଅତ୍ୟାଧୁନିକ ଇଲେକ୍କ୍ରୋନିକ୍ସ ସୋରୁମ୍

0
SHARES
167
VIEWS

ଯୋଡ଼ା ବ୍ଳକ (ସଂଘର୍ଷ ରମେଶ)ବିଲେଇପଦା ତଥା ଆଖପାଖ ଅଞ୍ଚଳର ଉପଭୋକ୍ତାଙ୍କ ଚାହିଦା ଓ ଆଗ୍ରହକୁ ଲକ୍ଷ୍ୟ କରି ବିଲେଇପଦା ବଜାର ଉପରେ ମା ଇଲେକ୍ଟ୍ରୋନିକ୍ସ ସୋରୁମ ସୋମବାର ଉଦଘାଟିତ ହୋଇଯାଇଛି । ବିଲେଇପଦା ବଜାର ଉପରେ ଏହି ଅତ୍ୟାଧୁନିକ ସୋରୁମକୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଫିତାକାଟି ଉଦଘାଟନ କରିଥିଲେ । ଏହି ଅବସରରେ ଦୋକାନର ପରିଚାଳନା ନିର୍ଦେଶକ ରାଜା ସାହୁ କହିଥିଲେ ଯେ ଗ୍ରାହକମାନଙ୍କର ପ୍ରତ୍ୟେକ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଆମେ ଅତ୍ୟାଧୁନିକ କମ୍ପାନୀର ଏଆର କଣ୍ଡିସନରସ, ଏଆର ପ୍ୟୁରିଫାୟର, ଏଆର କୁଲରର୍ସ, କମରସିଆଲ ରେଫ୍ରିଜିରେଟର୍ସ, ୱାଟର ଡିସପେନସରର୍ସ, ୱାଟର କୁଲର୍ସ, ରେଫ୍ରିଜିରେଟର୍ସ, ୱାସିଙ୍ଗ ମେସିନ, ମାଇକ୍ରୋୱେଭସ, ବିଦ୍ୟୁତ ଉପକରଣ ସାମଗ୍ରୀ ସହ ମୋବାଇଲ ଫୋନ ପ୍ରଭୃତି ଏହି ଶୋରୁମରେ ଯୋଗାଇ ଦିଆଯିବ । ଏହି ଷ୍ଟୋର ଜରିଆରେ ଜନସାଧାରଣ ମାନେ ଅତ୍ୟାଧୁନିକ ଅଫର ମୂଲ୍ୟରେ ଜିନିଷ କିଣି ପାରିବେ । ଏହି ସୋରୁମ ଉଦଘାଟନ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ,ବୁଦ୍ଧିଜୀବୀ,ସାମ୍ବାଦିକ ଓ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ ।

    Related News

    Follow Us