Search
Close this search box.

ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା କୁ ଯୋଡ଼ାରେ ମହା ସମାରୋହ ରେ ପାଳନ

0
SHARES
63
VIEWS

ଯୋଡା,୨୨/୧(ସଂଘର୍ଷ ରମେଶ) ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ଯୋଡା ର ବିଭିନ୍ନ ମନ୍ଦିର ରେ ମହା ସମାରୋହରେ ପାଳନ କରାଯାଇଛି ।ଯୋଡା ବଜରଙ୍ଗ ଦଳ,ଆରଏସଏସ ସହ ମନ୍ଦିର କମିଟି ପକ୍ଷରୁ ଯୋଡା ସହରରେ ଥିବା ପୋଷ୍ଟ ଅଫିସ ସମ୍ମୁଖ ଓ ଏସବିଆଇ ବ୍ୟାଙ୍କ ନିକଟରେ ଥିବା ହନୁମାନ ମନ୍ଦିରକୁ ଆକର୍ଷଣୀୟ ରୂପେ ସଜ୍ଜିତ କରାଯାଇଥିଲା। ପ୍ରାଣ ପ୍ରତିଷ୍ଠା ଉତ୍ସବ ର ଦର୍ଶନ ନିମନ୍ତେ ବଡ ଏଲଇଡି ମାଧ୍ୟମରେ ପ୍ରସାରଣ ବ୍ୟବସ୍ଥା କରାଯାଇ ଥିଲା ।ଏଥିନିମନ୍ତେ ରାମାୟଣ ପାଠ,ହନୁମାନ ଚାଳିଶା ପାଠ ସହିତ ସନ୍ଧ୍ୟାରେ ଭକ୍ତି ସନ୍ଧ୍ୟା ପ୍ରବଚନ କାର୍ଯ୍ୟକ୍ରମ ରହିଥିଲା । ଜୟ ଶ୍ରୀ ରାମ ଧ୍ଵନି ରେ ଯୋଡା ସହର ପ୍ରକମ୍ପିତ ହୋଇ ଉଠିଥିଲା । ଏକ ବିଶାଳ ଶୋଭାଯାତ୍ରା ଯୋଡ଼ା ସହର ପରିକ୍ରମା କରିଥିଲ। ।ଯୋଡା ରେ ଥିବା ସମସ୍ତ ମନ୍ଦିର ରେ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ କୁ ପାଳନ କରାଯାଇଥିଲା ।ସେହିପରି ବିଲେଇପଦା , ଜୁରୁଡି ରେ ଥିବା ହନୁମାନ ମନ୍ଦିର,ଗଣେଶ ମନ୍ଦିର,ରେ ଶତାଧିକ ଶ୍ରଦ୍ଧାଳୁ ଜୟ ଶ୍ରୀ ରାମ ଧ୍ବନି ରେ ଶୋଭାଯାତ୍ରା କରି ପରିକ୍ରମା କରିଥିଲେ । ହନୁମାନ ମନ୍ଦିର କମିଟି ର ସଦସ୍ୟ ପ୍ରଭୂରଞ୍ଜନ ଶତପଥୀ,ଚିତ୍ତରଞ୍ଜନ ମହାନ୍ତି ,ସୁରେନ୍ଦ୍ର ନାଥ ମହାନ୍ତି,ଚୈତନ୍ୟ ପେନ୍ଠେଇ,ଦାଶରଥି ପେନ୍ଠେଇ,ମଧୁସୂଦନ ମହାପାତ୍ର ପ୍ରମୁଖ ଙ୍କ ସହଯୋଗ ରେ ଏହି ଉତ୍ସବ ପାଳନ କରାଯାଇଥିଲା

    Related News

    Follow Us