ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ ବିଭାଗ ଙ୍କ ନିର୍ଦ୍ଧେଶ କ୍ରମେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଵୟଂ ସହାୟିକା ଗୋଷ୍ଠୀ ମାନଂକୁ ନେଇ ମୁକ୍ତା ଯୋଜନା ସମନ୍ଧ ରେ ୱାର୍ଡ ସ୍ତରୀୟ ଦକ୍ଷତା ବିକାଶ ତାଲିମ ଶିବର ୨୦/୦୧/୨୦୨୪ ରୁ ଆରମ୍ଭ ହୋଇ ୨୦/୦୨/୨୦୨୪ ପର୍ଯ୍ୟନ୍ତ ଚାଲିବ, ପ୍ରଥମ ପର୍ଯ୍ୟାୟ ରେ ତା ୨୦/୦୧/୨୦୨୪ ରିଖ ଦିନ ପାରିଷଦ ର ସମ୍ମିଳନୀ କକ୍ଷ ଠାରେ ୦୧ ନଂ ୱାର୍ଡ ର ପାଞ୍ଚ ଗୋଟି (୦୫) ସ୍ଵୟଂ ସହାୟିକା ଗୋଷ୍ଠୀ ରୁ ୩୦ ଜଣ ସଭ୍ୟ ଙ୍କୁ ନେଇ ମୁକ୍ତା କାର୍ଯ୍ୟକ୍ରମ ସଂଯାଯୋକ ଙ୍କ ସହାୟିତା ରେ ମାଷ୍ଟର ଟ୍ରେନର ମାନଙ୍କ ଦ୍ଵାରା ତାଲିମ ଶିବିର ଅନୁଷ୍ଠିତ କରାଗଲା। ଏହି କାର୍ଯ୍ୟକ୍ରମରେ ସହାୟିତା ନିଜର କାର୍ଯ୍ୟ ଦକ୍ଷତା ବିଷୟରେ ଜଣାଇବା ସହ ଆଗକୁ କିପରି କିପରି ବଢ଼ାଯାଇ ପାରିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରେ ସୋରଡା ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ଶଙ୍କର ପଣ୍ଡା, ଗୋଷ୍ଠି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦୂତି କୃଷ୍ଣ ପାତ୍ର ତାଲିମ ଶିବର କୁ ଆରମ୍ଭ କରିଥିଲେ, ମୁକ୍ତା କାର୍ଯ୍ୟକ୍ରମ ସଂଯଯୋକୋ ଶ୍ରୀ ଯୋତିନ୍ଦ୍ର କୁମାର ତ୍ରିପାଠୀ ସଂଯାଯୋନା କରିଥିଲେ, ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଶ୍ରୀ ମୁକେଶ କୁମାର ବେହେରା, ଶ୍ରୀ ବିକାଶ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ