Search
Close this search box.

ପୁରୀ ରେ ଜଗନ୍ନାଥ ଏକ୍ସପ୍ରେସ

0
SHARES
15
VIEWS

ପୁରୀ -୧୯-୦୧- ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଗତ କାଲି ୧୮ ତାରିଖ ରେ ଆଭାସି ମାଧ୍ୟମ ରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଲବୋ ବସ୍ ର ଶୁଭ ଉଦ୍ଘାଟନ କରିଛନ୍ତି l ଏହି ସେବା ଜିଲ୍ଲା ସଦର ମହକୁମା ଠାରୁ ଭାୟା ଭୁବନେଶ୍ୱର ଦେଇ ପୁରୀ ଶ୍ରୀ କ୍ଷେତ୍ର କୁ ଯାତ୍ରା କରିବ l ଗତ କାଲି ସନ୍ଧ୍ୟା ରେ ୧୨ ଗୋଟି ଜିଲ୍ଲା ମୁଖ୍ୟାଳୟ ଠାରୁ ପୁରୀ କୁ ଏହି ଭଲବୋ ବସ୍ ଗଡି ଥିବା ସୁଚନା ମିଳିଛି l ସେଇ ମାର୍ଗ ଗୁଡ଼ିକ ହେଲା ମାଲ୍କାନଗିରି ରୁ ପୁରୀ , ଜୟପୁର ରୁ ପୁରୀ, ଏବଂ ନବରଙ୍ଗ ପୁର, ରାୟଗଡ଼ା, ଭବାନୀ ପାଟଣା, ନୂଆଁ ପଡ଼ା, ବଲାଙ୍ଗୀର, ବରଗଡ , ଝାର ସୁଗୁଡ଼ା, ଓ ସୁନ୍ଦର ଗଡ଼ , ଭଞ୍ଜନଗର ପ୍ରମୁଖ ୧୨ ଟି ଜିଲ୍ଲା ମୁଖ୍ୟାଳୟ ରୁ ପୁରୀ ଅଭିମୁଖେ ଏହି ବସ୍ ଯାତ୍ରା ଆରମ୍ଭ ହୋଇଛି l ଏହି ବସ୍ ରେ ଯାତ୍ରୀ ମlନଙ୍କୁ ଯାତ୍ରା କରିବା ନିମନ୍ତେ ପ୍ରତି କିଲୋ ମିଟର ପିଛା ରାଜ୍ୟ ପରିବହନ ପ୍ରlଧିକରଣ (ଏସ ଟି ଏ) କଟକ ଙ୍କ ଦ୍ବାରା ସ୍ଥିରି କୃତ ସୁପର ପ୍ରିମିୟମ ବସ୍ ସେବା ର ଦେୟ କିମି ପିଛା ୨ ଟଙ୍କା ୪୪ ପଇସା ଧlର୍ୟ କରଯାଇଛି l ଏବଂ ମହିଳା ମାନଙ୍କ ପାଇଁ ଏହି ବସ୍ ସେବାରେ ୫୦ ପର୍ସେଣ୍ଟ ରିହାତି ବ୍ୟବସ୍ଥା କରା ଯାଇଛି l ଓଡ଼ିଶା ରାଜ୍ୟ ପରିବହନ ନିଗମ ର ଅଧକ୍ଷ ତଥା ନିର୍ଦ୍ଦେଶକ ଶ୍ରୀ ଦିପ୍ତେଶ ପଟ୍ଟନାୟକ (ଭା ପୁ ସେ) ଙ୍କ ନିର୍ଦ୍ଦେଶ ରେ ପୁରୀ ଜିଲ୍ଲାପାଳ ,ଏସପି ଙ୍କ ପରାମର୍ଶ ଓ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ଵlବଧlନରେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ରାଜ୍ୟ ପରିବହନ ନିଗମ ର ସାଧାରଣ ପରିଚାଳକ ଶ୍ରୀ ବିଶି କେଶନ ଦେହୁରୀ (ଓ ପ୍ର ସେ) , ଜିଲ୍ଲା ପରିବହନ ପରିଚାଳକ (ସଞ୍ଚାଳନ ) ଶ୍ରୀ ପ୍ରଶାନ୍ତ କୁମlର ହୋତା, ଓ ପୁରୀ ଜିଲ୍ଲା ପରିଚାଳିକା ରଶ୍ମି ସାହୁ ଙ୍କ ସହିତ ଏକ ସ୍ବତନ୍ତ୍ର ଟିମ ଆଜି ପ୍ରଭାତ ରୁ ପୁରୀ ପୌର ପରିଷଦ ଠାରେ ଉପସ୍ଥିତ ରହି ସମସ୍ତ ଯାତ୍ରୀ ତଥା ନିଗମ ର ବସ୍ କର୍ମଚାରୀ ମାନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ଵାଗତ କରିଥିଲେ l ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରବିନ୍ ପଟ୍ଟନାୟକ ଙ୍କ ସମେତ ବିଭାଗ ର ସମସ୍ତ ଅଧିକାରି କର୍ମଚାରୀ ଉପସ୍ଥିତ ରହି ଲୋକ ଙ୍କ ସୁରକ୍ଷା ପାଇଁ ଜଗନ୍ନାଥ ବସ୍ ସେବା ର ପାର୍କିଂ ଓ ଟ୍ରାଫିକ ବ୍ୟବସ୍ଥା କୁ ସଠିକ୍ ପରିଚଳନl କରିଥିଲେ l ପୁରୀ ବସ୍ ଷ୍ଟାଣ୍ଡ ର ୫, ୬, ୭ ନମ୍ୱର୍ ବଏ କୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ର ରହଣି ପାଇଁ ସଂରକ୍ଷିତ କରଯାଇଛି l ଏହି ସମସ୍ତ ବସ୍ ମାଳତି ପାଟପୂର୍ ବସ୍ ଷ୍ଟାଣ୍ଡ ଠାରେ ଅବସ୍ଥାନ କରିବ l ଏବଂ ସନ୍ଧ୍ୟl ସମୟ ରେ ନିର୍ଦ୍ଧାରିତ ସମୟ ଅନୁସାରେ ପୁରୀ ପୌର ପରିଷଦ ଠାରୁ ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକୁ ଯାତ୍ରା କରିବ l ଏହି ବସ୍ ଯାତ୍ରୀ ଓ ଭକ୍ତ ମାନେ ବିଭିନ୍ନ ଜିଲ୍ଲା ରୁ ସ୍ୱଳ୍ପ ମୂଲ୍ୟ ରେ ଓ ସୁବିଧା ରେ ପୁରୀ ପହଞ୍ଚି ଏହି ସେବାରେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି l ଏବଂ ପୁରୀ

ର ବୁଦ୍ଧିଜିବୀ ଏ ସେବା କୁ ସ୍ଵାଗତ କରିଚନ୍ତି ଲ

    Related News

    Follow Us