Search
Close this search box.

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ ଆନନ୍ଦ ନେଲେ ଯୋଡାବାସୀ

0
SHARES
69
VIEWS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ ଆନନ୍ଦ ନେଲେ ଯୋଡାବାସୀ , ଯୋଡ଼ା (ସଂଘର୍ଷ ରମେଶ)17 ତାରିଖ ରେ ଶ୍ରୀ ମନ୍ଦିର ପ୍ରକଳ୍ପ ର ଉଦଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଏହାର ସିଧାସଳଖ ପ୍ରସାରଣ ଓଡିଶା ର ସମସ୍ତ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ କରାଇବା ପାଇଁ ପୌରପାଳିକା ,ଏନ୍ ଏ ସି , ପଞ୍ଚାୟତ ସ୍ତରରେ ଆୟୋଜନ କରାଯାଇଥିବା ବେଳେ ଯୋଡା ପୌରଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ନେତୃତ୍ଵରେ ଯୋଡା ଲକ୍ଷ୍ମୀ ପଡିଆ ଠାରେ ଏହାର ଆୟୋଜନ କରାଯାଇଥିଲା,
ଯୋଡ଼ା ପୌରପାଳିକା ରେ ବୁଧବାର ଦିନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ଉତ୍ସବ କୁ ଯୋଡା ସହର ର ଶହ ଶହ ଜଗନ୍ନାଥ ପ୍ରେମୀ ଏଲ୍ ଇ ଡି ମାଧ୍ୟମରେ ଦେଖି ନିଜକୁ ଧନ୍ୟ ମନେ କରିଥିବା ଦେଖିବାକୁ ମିଳିଛି,
ଏହି ଐତିହାସିକ କାର୍ଯ୍ୟକ୍ରମ
ତଥା ରୂପାନ୍ତରଣ ପର୍ବ କୁ ଜନସାଧାରଣ ଆନନ୍ଦ ରେ ଉପଭୋଗ କରୁଥିବା ଦେଖିବାକୁ ମିଳିଛି,
ଲୋକାର୍ପଣ ଉତ୍ସବକୁ ଯେଭଳି ସମସ୍ତେ ଦେଖିପାରିବେ ସେଥିନିମନ୍ତେ ପୌର ପାଳିକା ପକ୍ଷରୁ ବ୍ୟବସ୍ଥା କରାଯାଉଥିଲା,
ଯୋଡ଼ା ପୌରପାଳିକା ଅଧୀନ ୫ ନମ୍ବର ୱାର୍ଡ ଆଜାଦ ବସ୍ତି ମା ଲକ୍ଷ୍ମୀ ମନ୍ଦିର ନିକଟରେ ବଡ଼ ଏଲ୍ଇଡି ସ୍କ୍ରିନ ଜରିଆରେ
ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ସିଧାପ୍ରସାରଣ
କରାଯାଇଥିଲା। ଯୋଡ଼ା ପୌରପାଳିକା ଅଧ୍ୟକ୍ଷ ଡ଼, ଜଗଦିଶ ପ୍ରସାଦ ସାହୂ ଉପାଧ୍ୟକ୍ଷ
ସନ୍ଧ୍ୟା ପାତ୍ର ପୌରପାଳିକା ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ବିଜେଡି ଜିଲ୍ଲା
ସମ୍ପାଦକ ବାବୁଲାଲ ସାହୁ ଯୁବ ସଂଗଠନ
ସୁଶାନ୍ତ କୁମାର ବାରିକ ପୂର୍ବତନ କାଉନସିଲର ଜିତେନ୍ଦ୍ର ଜୟସ୍ବାଲ, ସସ୍ମିତା ମହାନ୍ତି,ବରିଷ୍ଠ
ନାଗରିକ ଦୁଃଶାସନ ସାହୁ ନୀଳମଣି ମହାନ୍ତି,ପୁରୁଷୋତ୍ତମ ଦାସ, ସମସ୍ତ କାଉନ୍ସିଲର ଙ୍କ ସମେତ ବହୁ
ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସିଧାପ୍ରସାରଣ ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ,
ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ଅବସରରେ ବିଭିନ୍ନ ଲୋକ ସାମିଲ ହୋଇ ପ୍ରକଲ୍ପ କୁ ଦେଖିବା ସହ ପ୍ରସାଦ ସେବନ କରିଥିଲେ

    Related News

    Follow Us