Search
Close this search box.

ମହିଳା asi ଙ୍କୁ ମାଡ ଦଣ୍ଡ ପାଇଲା ବିଜେପି କର୍ପୋରେଟର

0
SHARES
18
VIEWS

ଭୁବନେଶ୍ଵର ମଞ୍ଚେଶ୍ବର ଥାନାର ମହିଳା ASI ଅଞ୍ଜନା ବରାଳଙ୍କୁ BMC ୨୯ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ ଓରଫ୍ ଜୀବନ ଆକ୍ରମଣ ଘଟଣା, ଜୀବନଙ୍କୁ IPCର ଦଫା ୩୪୧, ୩୩୨, ୨୯୪, ୩୫୩, ୩୫୪, ୩୭୯, ୫୦୬, ୩୪ ଓ ୧୮୫ ଏମ୍‌ଭି ଆକ୍ଟରେ ଜୀବନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଜଣାପଡ଼ିଛି,

    Related News

    Follow Us