Search
Close this search box.

ବାଃ ବାଃ ରେ କି ଚମତ୍କାର

0
SHARES
66
VIEWS

ବଡ ଠାକୁର ଙ୍କ ର କି ଦୋଷା ପଡିଲା, ଭୋଟ ଲାଗି କାଳିଆ କୁ ବି ପାଥେୟ କଲେ ଓଡ଼ିଶାର ରାଜନୀତି କୋଟି ଓଡ଼ିଆର ମଉଡ଼ମଣି ଜଗତର ନାଥ ମହାପ୍ରଭୂ ଜଗନ୍ନାଥ।
କୋଠଭୋଗ ଖିଆ ପ୍ରତେହ ୬୦ ପଉଟି ୫୬ ଭୋଗ ଭୁଞ୍ଜିଲା ବାଲା ବଡ଼ଖିଆ ବିଶ୍ଵର ସର୍ବଶ୍ରେଷ୍ଠ ଦେଉଳ ବଡଦେଉଳ ରେ ରହିଲା ବାଲା ଯାହାର ସାଆନ୍ତ ପଣକୁ ଅଖିଳ ବ୍ରହ୍ମାଣ୍ତରେ କେହି ସରି ନୁହେଁ ଅଗଣିତ ସେବକ ଯାହାର ସେବାରେ ଅଛନ୍ତି। କି ଦଶା ପଡ଼ିଲା ଆମ ମହାପ୍ରଭୂ ଙ୍କୁ ସେ ଗାଁ ଗାଁ ଘର ଘର ବୁଲି ଗୁଆ ଅରୁଆ ଚାଉଳ ସଂଗ୍ରହ କରୁଛନ୍ତି । ନିଜ କୋଠରୁ ଖାଇ ବଡ଼ ଦେଉଳରେ ରହିବା ଲୋକ ଏବେ ଡାଲା ଗାଡ଼ିରେ ଟଲିରେ ବୁଲୁଛନ୍ତି ଯୋଉ କାଳିଆ ସାଆନ୍ତେ ବର୍ଷରେ ଥରେ ମାଉସୀ ଘରକୁ ଯିବା ପାଇଁ ପ୍ରତ୍ୟେକ ବର୍ଷ ୩ ରଥ ତିଆରି କରାଯାଏ ଓ ଯାତ୍ରା ପରେ ଭାଙ୍ଗି ଦିଆଯାଏ।, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us