Search
Close this search box.

ଉପନିର୍ବାଚନ ପରେ ବଦଳିବାରେ ଲାଗିଛି ପଦ୍ମପୁର ର ଚିତ୍ର

0
SHARES
5
VIEWS

ପଦ୍ମପୁର :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କର ନେତୃତ୍ୱରେ ପ୍ରତିଷ୍ଠିତ ଓ ପରିଚଳିତ ହେଉଥିବା ବିଜୁ ଜନତା ଦଳ ବର୍ତ୍ତମାନ ଓଡିଶା ରେ ସର୍ବାଧିକ ଲୋକପ୍ରିୟ ରାଜନୈତିକ ଦଳ ଭାବରେ ପରିଚିତ । ମହାବାତ୍ୟା ପରେ ସମ୍ପୂର୍ଣ ଭାବରେ ଉଜୁଡି ଜୋଥିବା ଓଡିଶା ପ୍ରଦେଶ ର କ୍ଷମତା ଭାର ଗ୍ରହଣ କରିବା ପରେ ବର୍ତ୍ତମାନ ବଦଳି ଯାଅଛି ଓଡିଶା ପ୍ରଦେଶ ର ଚିତ୍ର । ସେଥିପାଇଁ ଆଜି ଶ୍ରୀ ନବୀନ ପଟ୍ଟନାୟକ ଭାରତ ବର୍ଷ ର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ନିଜର ପ୍ରତିଶୃତି କୁ କାମରେ କରି ଦେଲହେଓବା , ହେଉ କି ରକ୍ୟ ବାସୀ ଙ୍କ ହିତ ପାଇଁ କରିଥିବା ପ୍ରକଳ୍ପ ଓ ଯୋଜନା , ତୃଣମୂଳ ସ୍ତରରେ ରହିଛନ୍ତି ଅନେକ ହିତାଧିକାରୀ । ଏଥିପାଇଁ ରାଜ୍ୟ ବାସୀ ତାଙ୍କୁ ଅଧିକ ପସନ୍ଦ କରନ୍ତି ।
ଏପଟେ ପଦ୍ମପୁର ଉପନିର୍ବାଚନ ପରେ ବିଧାୟିକା ଙ୍କର ବୃଦ୍ଧି ପାଉଠୁବ ଲୋକପ୍ରିୟତା , ସହିତ ନିଜ ନିର୍ବାଚନ ମଣ୍ଡଳୀ ର ଲୋକଙ୍କ ପାଇଁ କରିଥିବା କାମ ରେ ପ୍ରଭାବିତ ହେବାରେ ଲାଗିଛନ୍ତି ଲୋକେ । ମୁଖ୍ୟତଃ ଗତ ଉପନିର୍ବାଚନ ପରେ ବଦଳିବାରେ ଲାଗିଛି ପଦ୍ମପୁର ର ଚିତ୍ର । ଅନ୍ୟପଟେ ବିଧାୟିକା ପ୍ରତେକ ଦିନ ସକାଳୁ ଘରୁ ବାହାରି ଗାଁ ଗାଁ ବୁଲି ସିଧାସଳଖ ଲୋକଙ୍କ ସହିତ ମିଶି ତାଙ୍କ ସୁବିଧା ଅସୁବିଧା ବୁଝିବା ସହିତ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ କରୁଥିବା ପ୍ରୟାସ ଲୋକେ ସ୍ପଷ୍ଟ ଭାବରେ ଦେଖିବାକୁ ପାଉଛନ୍ତି । ଏହି ସବୁ କାରଣ ରୁ ଲୋକ ଙ୍କର ମଧ୍ୟରେ ବିଜୁ ଜନତା ଦଳର ଗ୍ରହନୀୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ରାଜନୈତିକ ଦଳର ସକ୍ରିୟ କର୍ମୀ ନିଜ ଦଳ କୁ ପ୍ରତ୍ୟାଖ୍ୟାନ କରି ସାମୁହିକ ଭାବରେ ବିହେଡି ରେ ସାମିଲ ହେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେଗେଡି ରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ତଥା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଯୁବନେତା ଭୋଜରାଜ ସିଂ ବରିହା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ରେ ୨୨ ଜଣ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି l ଯାହାକି ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କୁ ଏକ ଶକ୍ତ ଝଟକା ଲାଗିଛି l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସଭାପତି ଚୈତନ୍ୟ ମେହେର, ରାଜବୋଡ଼ାସମ୍ବର ବ୍ଳକ୍ ଯୁବ ବିଜେଡି ସଭାପତି ଦୁଷ୍ମ

    Related News

    Follow Us