ଏମକେସିଜି ମେଡିକାଲ ଅସ୍ଥିଶଲ୍ୟ ବିଭାଗର କିଛି ଯୁବ ଡାକ୍ତର ନିୟମିତ ଭାବେ ଗୋଇଲୁଣ୍ଡି ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ କରିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଏମକେସିଜି ଅଧିକ୍ଷକ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀଙ୍କ ପକ୍ଷରୁ ମିଳିତ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି

© 2023 Sangharsa Tv. All Rights Reserved. Developed by MoveDigitals.