Search
Close this search box.

ଥରାଉଛି ଥଣ୍ଡା

0
SHARES
2
VIEWS

ଥରାଉଛି ଥଣ୍ଡା । ଆଉ ତା’ ସାଙ୍ଗକୁ ରହିଛି ଘନ କୁହୁଡି । କିଛିଦିନର ବ୍ୟବଧାନ ପରେ ପୁଣି ଖସିବାରେ ଲାଗିଛି ପାରଦ । ରାଜ୍ୟର 12ରୁ ଅଧିକ ସ୍ଥାନରେ ରାତିର ତାପମାତ୍ରା 15 ଡିଗ୍ରୀରୁ କମ ବୋଲି ରେକର୍ଡ କରାଯାଇଛି । ଅଭ୍ୟନ୍ତରୀଣ ଓ ଉପକୂଳର ବିଭିନ୍ନ ଜିଲ୍ଲାକୁ କୁହୁଡି ଆଲର୍ଟ କରିଛି ପାଣି ପାଗ ବିଭାଗ । ତେବେ ରାସ୍ତାରେ କୁହୁଡି ଏତେ ପରିମାଣର ହେଉଛି ଯେ ଲୋକମାଙ୍କର ଯିବା ଆସିବାରେ ଅନେକ ସମସ୍ୟା ଉତ୍ପନ ହେଉଛି ।

ସୂଚନା ଅନୁଯାୟୀ, ରାଜ୍ୟରେ 3 ଦିନ ପରେ ଆହୁରି ବଢିବା ଥଣ୍ଡା । ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହାସହ ରାତି ତାପମାତ୍ରା ସର୍ବନିମ୍ନ 2ରୁ 3 ଡିଗ୍ରୀ ଯାଏ ଖସିବ । ଆଜି ଭୁବନେଶ୍ୱର ସମେତ କଟକ ଏବଂ ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି ।

    Related News

    Follow Us