Search
Close this search box.

ଦିଲ୍ଲୀ ଠୁ ଟପିଲା ଓଡିଶା

0
SHARES
18
VIEWS

ବିଷ ବଳୟରେ ଓଡିଶା। ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ। କଟକ, ଭୁବନେଶ୍ବର, ବାଲେଶ୍ବରରେ ବି ସାଘାଂତିକ ସ୍ଥିତି। ଗତକାଲି ପ୍ରଦୂଷଣ ମାନକ ସୂଚକାଙ୍କରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ 341 ଥିବା ବେଳେ ଅନୁଗୁଳ 354 ପଏଣ୍ଟ ସହ ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି। 

ଅନୁଗୁଳର ଏୟାର କ୍ବାଲିଟି ବହୁତ ନିମ୍ନ ଥିବା ରେକର୍ଡ କରାଯାଇଛି। ସେହିପରି ବାଲେଶ୍ବରରେ ପ୍ରଦୂଷଣ ମାତ୍ରା 312 ଓ କଟକରେ 303 ରହିଥିବା ବେଳେ ଭୁବନେଶ୍ବରରେ AQI 288 ରହିଛି। ଗତ ଦୀପାବଳି ସମୟରେ ଭୁବନେଶ୍ବରରେ ବାୟୁ ପ୍ରଦୂଷଣର ସାଘାଂତିକ ସ୍ଥିତି ଦେଖିବାକୁ ମିଳିଥିଲା। ଏବେ ଶୀତଦିନେ ଏତେ ମାତ୍ରାରେ ପ୍ରଦୂଷଣ ବଢିବା ଚିନ୍ତା ବଢ଼ାଇଦେଇଛି।

    Related News

    Follow Us