ସ୍କୁଲ ଭ୍ୟାନ୍-ଘରୋଇ ବସ୍ ଗୁଡ଼ିକର ଆଗପଛରେ
ପ୍ରାଞ୍ଜଳ ଭାବେ ‘ସ୍କୁଲ ବସ୍’ ଲେଖାରହିବ
ଭଡ଼ାରେ ଲାଗିଥିବା ସ୍କୁଲ ବସ୍ କିମ୍ବା ଭ୍ୟାନଗୁଡ଼ିକରେ ‘ଅନ୍ ସ୍କୁଲ ଡ୍ୟୁଟି’ ଲେଖା ରହିବ
ସ୍କୁଲ ଗାଡ଼ିଗୁଡ଼ିକରେ ଫାଷ୍ଟ-ଏଡ୍ କିଟ୍ ଏବଂଅଗ୍ନିନିର୍ବାପକ ଯନ୍ତ୍ର ରହିଥିବା ଜରୁରୀ
ସ୍କୁଲ ଗାଡ଼ିଗୁଡ଼ିର ଝରକା ଭୂସମାନ୍ତର ଗ୍ରିଲ୍କ ସହଫିଟିଂ ରହିବା ଜରୁରୀ
On duty ସ୍କୁଲ ଗାଡ଼ିଗୁଡ଼ିର ବେଗ ଘଣ୍ଟାପ୍ରତି ୫୦ କି.ମି
ବେଗରୁ ଅଧିକ ହେବନି
ସ୍କୁଲ ଗାଡ଼ି ଗୁଡ଼ିକରେ ସ୍କୁଲ ନାଁ ଏବଂ ଫୋନ୍ନମ୍ବର ରହିବା ଜରୁରୀ
ସ୍କୁଲ ଗାଡ଼ିର ଡୋର୍ ଗୁଡ଼ିକରେ ଭଲ ଏବଂ
ନିର୍ଭରଯୋଗ୍ୟ ତାଲା ଫିଟିଂ ହୋଇଥିବ
ସ୍କୁଲ ଗାଡ଼ି ଚାଳକର ବୈଦ୍ଧ ଲାଇସେନ୍ସ ସହ ଭାରିଯାନପାଇଁ ଅତି କମରେ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ
ପ୍ରତି ସ୍କୁଲ ଗାଡ଼ି ଗୁଡ଼ିକରେ ଅତି କମରେ ଜଣେକଣ୍ଡକ୍ଟର ରହିବା ଆବଶ୍ୟକ
ସ୍କୁଲ ବସ୍ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଏକ ଏସ୍କର୍ଟ
ରଖିବା ଆବଶ୍ୟକ
ସବୁ ସ୍କୁଲ ଗାଡ଼ି ଗୁଡ଼ିକର ସିଟ୍ ତଳେ ପିଲାଙ୍କ
ବ୍ୟାଗ୍ ରଖିବା ପାଇଁ ସ୍ଥାନ ରହିବ
ସମସ୍ତ ସ୍କୁଲ ଗାଡ଼ିକର ଫିଟ୍ନେସ୍ ସାର୍ଟିଫିକେଟ୍
ଠିକ୍ ଏବଂ ବୌଦ୍ଧ ଥିବା ଜରୁରୀ
ସ୍କୁଲ ଗାଡ଼ି ଗୁଡ଼ିକର ଡ୍ରାଇଭର ଏବଂ କଣ୍ଡକ୍ଟର
ଉଚିତ୍ ୟୁନିଫର୍ମ ପିନ୍ଧିବା ଜରୁରୀ