Search
Close this search box.

ଘୁମୁସର ଉପଖଣ୍ଡକୁ ଜ଼ିଲ୍ଲା ମାନ୍ୟତା,ଅଧିକାରକୁ ସରକାରୀ ଭାବରେ ଘୋଷଣା କରିବାକୁ ଦାବି?

0
SHARES
54
VIEWS

ବ୍ରହ୍ମପୁର ,ଶ୍ରୀ ପଦ୍ମ ଚରଣ ଦାସ, ସଭାପତି ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନବ୍ରହ୍ମପୁର ଗଞ୍ଜାମ ତରଫରୁ ପୁନର୍ବାର 2 ୟ ଚିଠି ଦେଇଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ, ଘୁମୁସର ଜ଼ିଲ୍ଲା ଘୁମୁସର ବlସିଙ୍କ ଅଧିକାର ( ଦାବୀ ନୁହେଁ ) ଦୀର୍ଘ 30 ବର୍ଷର ଧରି ଆନ୍ଦୋଳନ, ଧର୍ମଘଟ, ରାସ୍ତାରୋକ ହୋଇଛି ଓଡିଶାର ସର୍ବବୃହତ ଘୁମୁସର ଉପଖଣ୍ଡକୁ ଜ଼ିଲ୍ଲା ମାନ୍ୟତା,ଅଧିକାରକୁ ସରକାରୀ ଭାବରେ ଘୋଷଣା କରିବାକୁ,?? କିନ୍ତୁ ଆମର ସେହି ସୌଭାଗ୍ୟ ର ଦିନ କେବେ ଆସିବ ତାକୁ ଅପେକ୍ଷା କରିଛୁ… ମାନ୍ୟବର ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଘୁମୁସର ଜ଼ିଲ୍ଲା ଘୋଷଣା ପାଇଁ ପର୍ଯ୍ୟlପ୍ତ ଭିତିଭୂମି ରହିଛି 1- 30 ହଜାର ବର୍ଗମାଇଲ ବିଶତ୍ରୁତ ଅଂଚଳ ଭୌଗ ଲିକ,ଐତିହlସିକ, ସାଂସ୍କୃତିକ ସାମାଜିକ, ରାଜନୈତୀକ, ଜଙ୍ଗଲ ସମ୍ପଦ,ଜଳସମ୍ପଦ ଗମନା ଗମନ, ସବୁଜ ନିର୍ମଳ ପରିବେଶ ଭିତିଭୂମି ରେ ପରିପୃଷ୍ଟ l- 2- ଏହି ଅଂଚଳ 8 ଗୋଟି ବ୍ଲକ 5 ଗୋଟି NAC ରହିଛି, ଜନସଂଖ୍ୟା 16 ଲକ୍ଷରୁ ଉର୍ଦ୍ଧ,2 ଟି ଜଙ୍ଗଲ ମଣ୍ଡଳ, କୋର୍ଟ, ଜୀବନ ବୀମା,RTO,ଆଦି ବହୁତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ରହିଛି, ଏହା ଏକ ବ୍ୟବସାୟିକକେନ୍ଦ୍ର, -3- ନୂଆପଡା, ସୁବର୍ଣ୍ଣପୁର, ବୌଦ,କୁ ଜିଲ୍ଲା ଘୋଷଣା କରିବା ସମୟରେ ଆପଣଙ୍କ ସ୍ବର୍ଗତ ପିତା ପ୍ରବାଦ ପୁରୁଷ ବିଜୟାନନ୍ଦ ପଟନାୟକଙ୍କ ନିକଟରେ ଆମେ ( ଘୁମୁସର ଜ଼ିଲ୍ଲା ସଂଘର୍ଷ ସମିତି ) ଆଇନ ଯିବି, ମହିଳା,ସ୍ୱାଛl ସେବି,ବୁଦ୍ଧିଜୀବୀ, ରାଜନେତା, କୃଷକ, ଶ୍ରମିକ, ସାହିତ୍ୟିକ, କବି ସର୍ବପରି ଛାତ୍ର, ଛାତ୍ରୀ, ବ୍ୟବଷlୟି, ଅନୁରୋଧ ଜାଣlଇଥିଲୁ, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଫଳବତୀ ହୋଇନାହିଁ, ବର୍ତମାନ ଆମେ ଆପଣଙ୍କ ଅପେକ୍ଷା କରିଛୁ ମାନ୍ୟବର ହାଇକୋର୍ଟ କୁ ଜ଼ିଲ୍ଲା ର ଭିତିଭୂମି, ଜନସଂଖ୍ୟ,ସହିତ ଆବଶ୍ୟକ ନଥିପତ୍ର ପ୍ରଦାନ କରନ୍ତୁ l ଓ ଘୁମୁଁସର ଜ଼ିଲ୍ଲାବସିଙ୍କ ଭାବlବେଗ କୁ ସମର୍ଥନ କରନ୍ତୁ,. ଘୁମୁସର ଉପଖଣ୍ଡରେ ଭଞ୍ଜନଗର,ଜଗନ୍ନାଥ ପ୍ରସାଦ,ଆସ୍କା, ବୁଗୁଡ଼ା,ଧରାକୋଟ, ବେଲଗୁଣ୍ଠା,ସୋରଡ଼ା, ଶେରଗଡ଼, ଆଦି ବ୍ଲକ,ଓ 4 ଗୋଟି NAC ଅବସ୍ଥିତ ଏପରି ଅନେକ ପର୍ଯ୍ୟାପ୍ତ ଭିତିଭୂମି ଅଛି 3 ଥର Survay କାମ ସରିଛ, ସରକାରୀ ଦପ୍ତର ତନରଡ଼ାରେ ହେବାପାଇଁ, ଘୁମୁସର ବସିଙ୍କ ପୁଞ୍ଜିଭୂତ କ୍ରୋଧର ଶିକାରକୁ ସନମାନ ଜଣାଇ ଅବିଳବେ ଭଂଜ ନଗରକୁ ( ଘୁମୁସର ଜ଼ିଲ୍ଲା ଘୋଷଣା କରିବାକୁ ଅନୁରୋଧ ) ସ୍ୱାଭିମାନୀ ଘୁମୁସର ଜ଼ିଲ୍ଲା ଆନ୍ଦୋଳନ କାରୀଙ୍କ ଙ୍କ ମଧ୍ୟରୁ ଶ୍ରୀ ପଦ୍ମ ଚରଣ ଦାସ।ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ସଂଘର୍ଷ ଟିଭି।

    Related News

    Follow Us