Search
Close this search box.

ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ନାମକରଣ

0
SHARES
31
VIEWS

ବିଜୟିନୀ

ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ନାମକରଣ । ଭିମସାର ପକ୍ଷରୁ ଏକୋଇଶିଆରେ ଶିଶୁ #ନାମକରଣ କରଯାଇଛି । ବିଜୟିନୀ ଏବେ ସେ ଭିମସାରରେ ଚିକିତ୍ସାଧୀନ ଅଛି । ମେଡିକାଲ ପକ୍ଷରୁ ଶିଶୁ ଏକୋଇଶିଆ ପାଳନ । ଦୁଇ ସପ୍ତାହ ପୂର୍ବରୁ ଲାରିପାଲି ଅଞ୍ଚଳରେ ଥିବା ୨୦ ଫୁଟର ବୋରୱେର ଭିତରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା ।
ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା ପରେ ସେ ପୁୁରା ସୁସ୍ଥ ଅଛି । ପୂର୍ବରୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟା ଏବେ ଦୂର ହୋଇଛି । ସେ ସାଧାରଣ ଭାବେ ଖାଦ୍ୟ ଗ୍ରହଣ କରୁଛି । ଶରୀରରେ ଥିବା ସବୁ କ୍ଷତ ଚିହ୍ନ ଶୁଖିବା ସହ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥିବା ଡାକ୍ତରମାନେ କହିଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us