*ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ମା ଅନନ୍ତ.. ତାର କଥା ଅନନ୍ତ.. ଭଜନ ଓ କଥାକାର ବିଜୟ ସାହୁ ଙ୍କ ପ୍ରେରଣା ଦାୟୀ କଥା ଶୃଙ୍ଖଳା, ଓ ପ୍ରବକ୍ତା ଭାସ୍କର ବେହେରା ଙ୍କ ହିନ୍ଦୀ ଓ ଓଡ଼ିଆ ରେ ଦେବୀ କଥାମୃତ, ଶ୍ରୀମତୀ ଆରତି କର, ଶ୍ରୀମତି ବିଜୟଲକ୍ଷ୍ମୀ ପଟ୍ଟନାଏକ ଦେବୀ କଥାମୃତ ଓଡିଆ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ, ନତନବର୍ଷ ୨୦୨୪ ପାଇଁ ଆପଣ ମାନଙ୍କୁ ଆମର ବହୁତ ବହୁତ ଶୁଭେଚ୍ଛା , 🙏 *ମା *ଙ୍କ *କୃପାରୁ* ଆପଣ ମାନଙ୍କର ସର୍ବଦା କଲ୍ଯାଣ ହେଉ ଆସନ୍ତା ୨.୧.୨୪ଦିନ ସକାଳ ୧୧ ଘଟିକା ରେ ମା ଅନନ୍ତ ତାର କଥା ଅନନ୍ତଭଜନ ଓ ପ୍ରେରଣାଦାୟୀ କଥା ଶୃଙ୍ଖଳା, ହିନ୍ଦୀ ଓ ଓଡ଼ିଆ ଭାଷାରେ କରା ଯାଇ ଥିବା ଦେବୀ କଥାମୃତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ର ଆୟୋଜନ କରାଯାଇଛି, ଏହି କାର୍ଯ୍ୟକ୍ରମ ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ବୁଲନ ଭାଇ ସାମ୍ବାଦିକ ଭବନ (ଗ୍ରୀନ ଚିଲ୍ଲି ଫାଷ୍ଟ ଫୁଡ ନିକଟ) ଭୁବନେଶ୍ବର ଠାରେ ସକାଳେ ଅନୁଷ୍ଠିତ କରା ଯିବ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମା ସୁଭଦ୍ରା ଙ୍କ ମୁଖ୍ୟ ବାଡଗ୍ରାହି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ବିଶିଷ୍ଟ ଅତିଥି ଭାବେ ଡ ଅଶୋକ ମହାପାତ୍ର, ସମ୍ମାନିୟ ଅତିଥି ଭାବେ ଶ୍ରୀମତୀ ସଞ୍ଚିତା ମହାନ୍ତି, ଶ୍ରୀ ମଧୁମାଧବ ଜେନା, ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀ ପ୍ରଭାତ କୁମାର ନନ୍ଦ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଓ ଶ୍ରୀ ରବି ନାରାୟଣ ମହାପାତ୍ର ଗୀତିକାର ସନ୍ତୋଷ ମିଶ୍ର, ଗାୟକ ଅଶୋକ କୁମାର ପ୍ରମୁଖ ଯୋଗଦାନ କରିବେ,ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଯୋଗ ଦେବାକୁ ସାଦର ନିମନ୍ତ୍ରଣ କରୁଛୁ, ସର୍ବଭାରତୀୟ ସ୍ତରରେ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମା ଙ୍କ ଭକ୍ତ ଯୋଗ ଦେଇ ଆମକୁ ଉତ୍ସାହିତ ଓ ସହୋଯାଗ କରିବେ ବୋଲି ଆଶା କରୁଛୁ 🙏🙏ନିବେଦକ- ଶ୍ରୀ ନିଶିକାନ୍ତ ମିଶ୍ର ମୁଖ୍ୟ ଉପଦେଷ୍ଟା, ଡଃ ନାରାୟଣ ମହାପାତ୍ର ସଭାପତି, ଉମାନାଥ ମିଶ୍ର ସମ୍ପାଦକ ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ଭୁବନେଶ୍ବର ଓଡିଶା