Search
Close this search box.

ଓଡିଶା ନ୍ୟାୟ ପାଳିକା ସେବା ୨୦୨୨ ର ଫଳାଫଳରେ ବାଲିପାଟଣା କିଆଯୋଡ଼ି ଗ୍ରାମର ଝିଅ ଦୀକ୍ଷା ରାଉତରାୟ ଙ୍କୁ ସଫଳତା ଲାଭ

0
SHARES
26
VIEWS

ଓଡିଶା ନ୍ୟାୟ ପାଳିକା ସେବା ୨୦୨୨ ର ଫଳାଫଳରେ ବାଲିପାଟଣା କିଆଯୋଡ଼ି ଗ୍ରାମର ଝିଅ ଦୀକ୍ଷା ରାଉତରାୟ ସଫଳତା ଲାଭ କରି ୧୯ ସ୍ଥାନ ଅଧିକାର କରିଛନ୍ତି।ଏହି ଖବର ପ୍ରସାରିତ ହେବା ପରେ ତାଙ୍କୁ ଅନେକ ବୁଦ୍ଧିଜୀବି ଶୁଭେଚ୍ଛା ଜଣାଇଛନ୍ତି।ଦୀକ୍ଷା ଆଇନି ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ପ୍ରଥମ ପ୍ରୟାସରେ ଏହି ସଫଳତା ହାସଲ ହୋଇଛନ୍ତି। ସେ ଭୁବନେଶ୍ୱର ବାର ର ବରିଷ୍ଠ ଓକିଲ ଅଶୋକ ରାଉତରାୟ ଓ ପୂର୍ବତନ ଜିଲ୍ଲା ପରିଷଦ ଉପାଦ୍ଧକ୍ଷା ସୁମିତ୍ରା ରାଉତରାୟ ଙ୍କ କନ୍ୟା ଅଟନ୍ତି।ତାଙ୍କର ଜେଜେ ବାପା ଅନନ୍ତ ରାଉତରାୟ ଜଣେ ନ୍ୟାୟବାନ୍ ସରପଞ୍ଚ ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ।ଦୀକ୍ଷା ଙ୍କ ର ସେ ଆଦର୍ଶ ଅଟନ୍ତି।ଦିକ୍ଷାଙ୍କର ଭାଇ ଡାକ୍ତରୀ ଅଧ୍ୟୟନ କରୁ ଛନ୍ତି ପିଲାଦିନରୁ ଦୀକ୍ଷା ଅତ୍ୟନ୍ତ ମେଧାବୀ ଓ ଜଣେ ନିଷ୍ଠାପର ଛାତ୍ରୀ ଥିଲେ।ବାଲିପାଟଣା ବାଗଦେବି ମନ୍ଦିର ରେ ସେ ପାଠ ପଢିବା ବେଳେ ତାଙ୍କର ଶିକ୍ଷା ପ୍ରତି ଆଗ୍ରହ ଜଣାପଡିଥିଲା।ତାଙ୍କର ସଫଳତା ଅଞ୍ଚଳବାସୀ ଙ୍କୁ ଗୌରବାନ୍ୱିତ କରିଛି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us