Search
Close this search box.

ବ୍ଲକ ସ୍ତରୀୟ ନୂଆଁ ଓ କ୍ରୀଡା ଉତ୍ସବର ପୁରସ୍କାର ବିତରଣ ସମାରୋହ

0
SHARES
1
VIEWS

ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଞ୍ଚାୟତ ମିନି ଷ୍ଟାଡିୟମ ଠାରେ ପୁରସ୍କାର ବିତରଣ ଉତ୍ସଵ ରେ ମୁଖ ଅତିଥି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ସୁରେନ୍ଦ୍ର ପ୍ରଧାନ ଏଡଭଆଇଜର ଓଡ଼ିଶା ଷ୍ଟେଟ୍ ଏଗ୍ରିକାଲଚର ମାର୍କେଟୀଙ୍ଗ ବୋଡ , ସରସ୍ବତୀ ସେଠୀ ବ୍ଲକ୍ ଅଧକ୍ଷୟା, ସୁନୀଲ ଗନ୍ତାୟତ ଉପାଧ୍ୟକ୍ଷୟ, ବ୍ଲକ BDO ସୁବ୍ରତ କୁମାର ଜେନା, ତହସିଲଦାର ଦିବ୍ୟଜ୍ୟୋତି ଦେଓ, ଯୁବ ବାହିନୀର ସଭାପତି ମନୋଜ ସାବତ,67 ଜୋନ ଜିଲ୍ଲା ପରିଷଦ ଵାଇ ଗୀତାଞ୍ଜଳି, ସ୍ଥାନୀୟ ଜିଲ୍ଲା ପରିଷଦ 68 ନମ୍ବର ଜୋନ୍ ଏ ସୁଦର୍ଶନ ,69 ଜୋନ୍ ଜିଲ୍ଲା ପରିଷଦ ପ୍ରିତୀ ସାହୁ, ସ୍ଥାନୀୟ ସରପଞ୍ଚ ବିକାଶ ସେଠୀ, ଶାଶନ ଆମ୍ବ ଗାଁ ସରପଞ୍ଚ ଜନାର୍ଦ୍ଦନ ସେଠୀ , କଞ୍ଚୁରୁ ସରପଞ୍ଚ ମଦନମୋହନ,ନନ୍ଦିକ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ, ପୁଟିଆପଦର ସରପଞ୍ଚ ସୁଦର୍ଶନ ରାଉତ, ଓ 21 ଟା ସରପଞ୍ଚ ଓ ସମିତି ସଭ୍ୟ, ପଞ୍ଚାୟତ ସମିତିର କର୍ମଚାରୀ, ସମସ୍ତ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ଭଲଇଣ୍ଟର ଭାଇ ମାନେ, ଛାତ୍ର ଛାତ୍ରୀ ପେରେନ୍ସ ଉପସ୍ଥିତ ଥିଲେ। ଆଜକୁ 7 ଦିନ ଧରି ଖେଳ ହୋଇଥିଲା। ଟ୍ରଫିକ୍ ଓ ସାର୍ଟିଫିକେଟ ସହ ନଗଦ ଅର୍ଥରାଶି ପ୍ରଦାନ କରାଗଲା,20,15,10, ହଜାର ଟଙ୍କାର ଦିଆଗଲା। ଛାତ୍ର ଛାତ୍ରୀ ମାନଙ୍କ ର ଆନନ୍ଦ ଉଲ୍ଲାସର ନୂତନ ଝଲକ ଦେଖିବାକୁ ମିଳିଥିଲା। ସମସ୍ତ ସହଯୋଗ ରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ବ୍ରହ୍ମପୁର ରୁ ଜ୍ୟୋତି ରଞ୍ଜନ ଗୌଡ ଙ୍କ ରିପୋର୍ଟ ସଂଘର୍ଷ ଟିଭି।

    Related News

    Follow Us