ଆନ୍ତର୍ଜାତୀୟ ସୁଟୋ-ରୂ କାରାଟେ
ଓଡିଶା କାରାଟେ ଆଶ୍ସୋସିଏସନ
ସେମ୍ଫଇ ସି. ଏଚ. ମହେଶ ରାଜୁ ଦ୍ୱାରା କାରାଟେ ପ୍ରଶିକ୍ଷଣ ଦେଇ ଚର୍ଚ୍ଚରେ। ବିଶାଖାପାଟନମ ସ୍ବର୍ଣ୍ଣ ଭାରତୀ indoor stadium ଠାରେ ଅନୁଷ୍ଠିତ ହୋଇଥିବା ୨୧ ତମ କନିଷ୍ଠ ଓ ବରିଷ୍ଠ କାରାଟେ ଚାମ୍ପିୟନ ପ୍ରତିଯୋଗିତା ୨୦୨୨-୨୩ ରେ କାରାଟେ କନିଷ୍ଠ ବର୍ଗ ରେ ସ୍ଵର୍ଣ -୭,ରୌପ୍ୟ-୪ ଓ କଂଶୀୟ-୭ ପଦକ ହାସଲ କରିଛନ୍ତି, ଯାହା କି କୋରାପୁଟ ତଥା ସାରା ଓଡ଼ିଶାର ଗର୍ବ।
ମହେଶ ରାଜୁ ଏକ ନିସ୍ଵାର୍ଥପର ପ୍ରୟାସ ଆଜି କୋରାପୁଟ ଲୁକାୟତ ଥିବା କରାଟେ ଏକ ଧୂବ ସ୍ୱରୂପ, କାରଣ ପୂର୍ବରୁ ଅନେକ ଥର ପ୍ରୟାସ ପ୍ରତିଫଳନ ହୋଇଛି କିନ୍ତୁ ଏହାର ବିଶେଷ ପ୍ରଭାବ ଦେଖିବାକୁ ପାଇନୁ କିନ୍ତୁ ଏହା ଆଜି କୋରାପୁଟ ଗୌରବ ଫେରେଇପାରୁଛି।
ଭିତ୍ତି ଭୂମି ଅଭାବ ରୂ ଏକ ଖୋଲା ଆକାଶ ରେ ପ୍ରଶିକ୍ଷଣ ଦେବାର ଦେଖିବାକୁ ପାଇଲୁ, ଆଜିର ବ୍ୟସ୍ତବହୁଳ ସମୟରେ ଭି ଅବିଭାବକ ସ୍ୱତଃ କାରାଟେ ପାଇଁ ଶୀତ କାକର ରେ ଭି ନିଜ କୁନି କୁନି ପିଲାଙ୍କୁ ନେଇ ମହେଶ sir ଙ୍କ ପାଖକୁ ଆସି ଯାଆନ୍ତି।
ଅବିଭାବକ କହିବା ଅନୁଯାୟୀ ଡିଜିଟାଲ ଯୁଗରେ ପିଲା ମାତି ରହିବା ସହ ନିଜ ଶାରୀରିକ ଓ ମସ୍ତିଷ୍କ କୁ ଅଧିକ ସକ୍ରିୟ କରିବା ନିହାତି ଆବଶ୍ୟକ। ଯାହା କି ସେମ୍ଫଇ ସି. ଏଚ. ମହେଶ ରାଜୁ ଏକ ସ୍ୱତନ୍ତ୍ର ଅବଦାନ ରହିଛି।
ସେମ୍ଫଇ ସି. ଏଚ. ମହେଶ ରାଜୁ କହିବା ଅନୁଯାୟୀ ଯଦି ସରକାର ଦୃଷ୍ଟି ଦେଇ ଭିତ୍ତି ଭୂମିର ବ୍ୟବସ୍ତା କରନ୍ତେ ତାହା ହେଲେ ଉଚ୍ଚର୍ଗୀତ ହୋଇ ଅନେକ ପ୍ରତିଭା ଉଭା ହୋଇପାରିବେ ବୋଲି ସଂଘର୍ଷ ଟିଭି ଦ୍ୱାରା ସାରକାର ଙ୍କୁ ଅନୁରୋଧ କରିଛନ୍ତି।