Search
Close this search box.

କୌଣସି ବି ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁଅଯୋଧ୍ୟା ଆସିବାର ନିମନ୍ତ୍ରଣ ଦିଆଯିବ ନାହିଁ।

0
SHARES
12
VIEWS

ଅଯୋଧ୍ୟା : ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ
ଅଯୋଧ୍ୟାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି।
ସୂତ୍ରାନୁସାରେ, ୨୨ ଜାନୁୟାରୀରେ ହେବାକୁ ଥିବା
ଭବ୍ୟ କାର୍ଯ୍ୟକ୍ରମରେ ୟୁପିକୁ ଛାଡ଼ି ଆଉ କେଉଁ
ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
କରାଯାଇ ନାହିଁ। ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ
ସାମିଲ ହେବାକୁ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଲୋକ

ଅଯୋଧ୍ୟାରେ ପହଞ୍ଚିବେ । ଏଥିରେ ସବୁ ମୁଖ୍ୟମନ୍ତ୍ରୀ ଓ
ରାଜ୍ୟପାଳଙ୍କର ଥିବା ପ୍ରୋଟକଲର ପାଳନ କରିବା
ସମ୍ଭବ ନୁହେଁ । ଏଥ୍‌ପାଇଁ ଟ୍ରଷ୍ଟ ସୁରକ୍ଷାକୁ ଧ୍ୟାନରେ ରଖୁ
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ନିମନ୍ତ୍ରଣ
ପତ୍ର ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ୟୁପି
ପ୍ରାୟୋଜକ ରାଜ୍ୟ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ
ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀପଟେଲ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ
ହେବେ ।
୨୨ ଜାନୁୟାରୀ ୨୦୨୪ରେ ଅଯୋଧ୍ୟାର ଝଲକ
କୌଣସି ଉତ୍ସବ ଠାରୁ କମ୍ ହେବ ନାହିଁ। ଏଠାରେ
ଦେଶ-ଦୁନିଆରୁ ଲୋକେ ରାମ ମନ୍ଦିରର ପ୍ରାଣ
ପ୍ରତିଷ୍ଠାରେ ସାମିଲ ହେବେ। ହେଲେ ଏଠାରେ ଦେଶର
ପ୍ରତିଷ୍ଠିତ ଖେଳାଳି , ଅଭିନେତା ଓ ଉଦ୍ୟୋଗପତି ଏହି
କାର୍ଯ୍ୟକ୍ରମରେ ସାମିଲ ହେବେ, ହେଲେ ସେଠାରେ
କୌଣସି ବି ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ
ଅଯୋଧ୍ୟା ଆସିବାର ନିମନ୍ତ୍ରଣ ଦିଆଯିବ ନାହିଁ।
ସୂତ୍ର ମୁତାବିକ , ୨୨ ଜାନୁୟାରୀରେ ପ୍ରାଣ ପ୍ରତିଷ୍ଠା
କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଲୋକ ଅଯୋଧ୍ୟା ଆସିବେ।
ଏଥୁରେ ସବୁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ
ପାଇଁ ପ୍ରୋଟୋକଲର ପାଳନ କରିବା ଏକା ସାଥ୍‌ରେ
ସମ୍ଭବ ନୁହେଁ। ଏହାକୁ ଦେଖ୍ କୌଣସି ବି ରାଜ ।

    Related News

    Follow Us