Search
Close this search box.

ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରାମାଲୋକ କାର୍ଯ୍ୟକ୍ରମ

0
SHARES
3
VIEWS

କଟକ ସଦର ବ୍ଲକ ଅନ୍ତର୍ଗତ ୪୨ମୌଜା ସ୍ଥିତ ସିଶୁଆ ଠାରେ ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଡଃ ଚିତ୍ତରଞ୍ଜନ ବେହେରାଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରାମାଲୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ବଉଳ ସାହି ଡିଗ୍ରୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଶିବ ପ୍ରସାଦ ଦତ୍ତ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ, ସମ୍ମାନୀୟ ଅତିଥି ଭାବେ ସାହିତ୍ୟିକ ଚନ୍ଦ୍ରକାନ୍ତ ପଣ୍ଡା, ଡଃ ବନ ପ୍ରଭା ପରିଡ଼ା, କବି ବିଳାସ ଚନ୍ଦ୍ର ବେହେରା, କବିୟତ୍ରୀ ଛବି ରାଣୀ ପତି ଓ ରଶ୍ମିତା ଦୀକ୍ଷିତ ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କିତ ସ୍ବାଗତ ଭାଷଣ ଦେଇ ନିଜ ନିଜର ସ୍ୱ ରଚିତ ଗଳ୍ପ ଓ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଶୁକଦେବ ମହାରଣା, ଶରତ ଚନ୍ଦ୍ର ରାୟ, ସେକ୍ ଜମାଉଦ୍ଦିନ୍, ଅଶୋକ କୁମାର ଦାଶ, ବୁଲେଇ ବେହେରା, ସେକ୍ କଲିମୁଲ୍ଲା, ଜୟା ଜୟନ୍ତୀ ପତି, ଦେବେନ୍ଦ୍ର ସେନାପତି, ଅଭୟ କୁମାର ଦାସ, ପ୍ରବିଣା ପ୍ରିୟଦର୍ଶିନୀ ବେହେରା, ଗଣେଶ୍ଵର ଦାଶ, କୃଷ୍ଣ ଚନ୍ଦ୍ର ଦାଶ, ରୁଦ୍ର ନାରାୟଣ ଦାସ, ଉପେନ୍ଦ୍ର ବାରିକ, ପର୍ଶୁରାମ ବେହେରା, ସରୋଜ ନଳିନୀ ପରିଜା, ଜ୍ୟୋସ୍ନା ରାଣୀ ଦାସ, ନାରାୟଣ ଚନ୍ଦ୍ର ମହାନ୍ତି, ସନ୍ତୋଷ କୁମାର ପତି ଓ କେଦାର ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ରୁଦ୍ର ନାରାୟଣ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ସଂଘର୍ଷ ଟିଭି କଟକ ପ୍ରତିନିଧି ପର୍ଶୁରାମ ବେହେରା

    Related News

    Follow Us