ପାଣ୍ଡିଆନଙ୍କ ନାଁରେ ମାମଲା ଆମର ଦାବି
ଭିକେ ପାଣ୍ଡିଆନ ଓ କାମିୟା ଜାନିଙ୍କ ନାଁରେ ମାମଲା ଦାବିରେ ବିକ୍ଷୋଭ.
ମାଷ୍ଟରକ୍ୟାଣ୍ଟିନ ଛକରେ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ.
ଗୋ ମାଂସ ପ୍ରଚାରକ ଦ୍ବାରା ମହାପ୍ରସାଦର ପ୍ରଚାରପ୍ରସାର ଦୁଃଖ ଦେଇଛି’.
ଲକ୍ଷଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି’.
ଉଭୟ ପାଣ୍ଡିଆନ ଓ କାମିୟାଙ୍କ ବିରୋଧରେ ମାମଲା ରୁଜୁ ହେଉ ଆମର ଦାବି