Search
Close this search box.

ପିଲାଛୁଆଙ୍କୁ ଧରି ମେଡିକାଲ ବାହାରେ କଟୁଛି ରାତି

0
SHARES
6
VIEWS

ଏମ୍ସ ମେଡିକାଲ ଶୀତ ରାତିରକାହାଣୀ

ପିଲାଛୁଆଙ୍କୁ ଧରି ମେଡିକାଲ ବାହାରେ କଟୁଛି ରାତି । ଶୀତ ରାତିରେ ତଳେ ସପ ଓ ବେଡସିଟ୍ ପକାଇ ଏସଏନସିୟୁ ବାହାରେ ରହୁଛନ୍ତି #ପ୍ରସୂତି ମହିଳା । ପିଲା ଅସୁସ୍ଥ ଥିବାରୁ ତାକୁ #ଏସଏନସିୟୁରେ ରଖା ଯାଇଛି । #ଛୁଆକୁ କ୍ଷୀର ଦେବା ପାଇଁ ମାଆମାନେ ଅପେକ୍ଷା କରିଛନ୍ତି । ହେଲେ ଏଠି ମାଆମାନଙ୍କ ପାଇଁ ରହିବାର କୌଣସି ବ୍ୟବସ୍ଥା ନାହିଁ । ତେଣୁ ସେମାନେ ବାହାରେ #ରହୁଛନ୍ତି । ମଝିରେ ମଝିରେ ଏସଏନସିୟୁ ଭିତରକୁ ନବଜାତ ଶିଶୁଙ୍କୁ କ୍ଷୀର ଦେଇ ଆସୁଛନ୍ତି । ପିଲା ପାଇଁ ମାଆ ବାହାରେ ଅପେକ୍ଷା କରିଥିବା ବେଳେ ଶୀତ ସାଙ୍ଗକୁ ମଶା କଲବଲ କରୁଛନ୍ତି । ମଶାଙ୍କ ପାଦୁର୍ଭାବରୁ ରକ୍ଷା ପାଇବା ପାଇଁ କେହି କେହି ମଶାରୀ ଟାଙ୍ଗି ଶୋଉଥିବା ଦେଖିବାକୁ ମିଳୁଛି । Bhubaneswar ru shivaketan mohanty nka report Sangharsa TV

    Related News

    Follow Us