Search
Close this search box.

୪ ଅଭିଯୁକ୍ତଙ୍କୁ ଆଜି ଦିଲ୍ଲୀ ପୁଲିସ୍‌ ୭ ଦିନିଆ ରିମାଣ୍ତ

0
SHARES
11
VIEWS

ସଂସଦର ସୁରକ୍ଷା ବଳୟକୁ ଭେଦ କରି ହଙ୍ଗାମା କରିଥିବା ୪ ଅଭିଯୁକ୍ତଙ୍କୁ ଆଜି ଦିଲ୍ଲୀ ପୁଲିସ୍‌ ୭ ଦିନିଆ ରିମାଣ୍ତରେ ନେଇଛି। ସେମାନଙ୍କୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟରେ ହାଜର କାରାଯାଇଥିଲା। ପୁଲିସ୍‌ ୧୫ ଦିନିଆ ରିମାଣ୍ଡ ଆବେଦନ କରିଥିଲେ ହେଁ କୋର୍ଟ ଜେରା ପାଇଁ ୭ ଦିନର ସମୟ ଦେଇଛନ୍ତି।ସାଗର ଶର୍ମା ଓ ମନୋରଞ୍ଜନ ସଂସଦ ଭିତରେ ପ୍ରବେଶ କରିଥିବା ବେଳେ ନୀଲମ ଦେବୀ ଓ ଅମୋଲ ସିନ୍ଦେ ସଂସଦ ବାହାରେ ରହି ବିକ୍ଷୋଭ କରିଥିଲେ। ସେମାନେ ହଳଦିଆ ଧୂଆଁ ମଧ୍ୟ ମାଡ଼ କରିଥିଲେ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୁଲିସ୍‌ ସମସ୍ତଙ୍କୁ ରିମାଣ୍ଡରେ ନେଇଛି।, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us