Search
Close this search box.

Olxରେ ଘର ଭଡା ଦେବାକୁ କହି ଠକେଇ

0
SHARES
4
VIEWS

ଜଣେ ଅଭିଯୁକ୍ତକୁ ଗିରଫ କଲା ଭୁବନେଶ୍ବର ସାଇବର ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ଯାଜପୁରର ଧିରେନ ଜେନା ବୋଲି ଜଣାପଡିଛି । ଅଭିଯୁକ୍ତ ନାମରେ ୧୨ଟି ଅଭିଯୋଗ ରହିଛି । ସେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସୂଚନା ରହିଛି ।ଅଭିଯୋଗକାରୀ ସୁରଜ ଖେସ୍ ଜଣେ ଛାତ୍ର । ଅଭିଯୁକ୍ତ ଧିରେନ ବିଶେଷକରି ଛାତ୍ରମାନଙ୍କୁ ଠକୁଥିଲେ । ଯେଉଁମାନେ ଭୁବନେଶ୍ୱର ଆସି ଘର ଭଡା ଖୋଜିଥାନ୍ତି ଅଭିଯୁକ୍ତ ସେମାନଙ୍କୁ ଟାର୍ଗେଟ୍ କରୁଥିଲା ।, ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us