ଗାଁ ରାସ୍ତା କଡରେ ଅଳିଆ ଆବର୍ଜନା ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଶେରଗଡ଼ nac ର ରାସ୍ତା କଡରେ ଦେଖିବାକୁ ମିଳୁଛି ଅଳିଆ ଆବର୍ଜନା ସରକାର ସ୍ଵଛ ଭାରତ ଅଭିଯାନ ନିୟମ କରିବା ସତ୍ୱେ ଶେରଗଡ଼ ମେଇନ ରୋଡ ଉପରେ କୁଢ଼ କୁଢ଼ ଅଳିଆ ସହିତ ରାସ୍ତା କଡରେ ଆଣ୍ଠୁଏ ଆଣ୍ଠୁଏ କାଦ ଯାନବାହାନ ଯିବା ଆସିବା ରେ ଅସୁବିଧା ତ କେଉଁଠି ଯାନବାହାନ ରଖିବାର ଅସୁବିଧା ଅନ୍ୟପଟେ ମଶା ମାଛି ପ୍ରବଳ ମଶା ମାଛି ଯୋଗୁଁ ଜନସାଧାରଣ ଅସ୍ତ ବ୍ୟସ୍ତ ଜନସାଧାରଣ ଅନେକ ରୋଗରେ ପୀଡିତ ହେଉଛନ୍ତି ସରକାରୀ କର୍ମୀ ଙ୍କ ଆଖି ଆଘରେ ପଡୁନାହିଁ କି ଏହି ଅଳିଆ ଆବର୍ଜନା ର ଦୃଶ୍ୟ ନାଁ ଜାଣି ଶୁଣି ନିରବ ରହୁଛନ୍ତି ସରକାର ନାଁ ନିଘୋଡ଼ ନିଦ୍ରା ରେ ସୋଇଛନ୍ତି ସରକାରୀ କର୍ମୀ ଯେତେବେଳେ ଇଲେକ୍ସନ ଆସେ ସେତେବେଳେ ତ ସରକାର ରାସ୍ତାଗୁଡିକ ସଫା କରିଦିଅନ୍ତି କଣପାଇଁ, ଜନସାଧାରଣ ମାନଙ୍କ ଠାରୁ ଭୋଟ ହାତେଇବା ପାଇଁ, ଯଦି ଜନ ସାଧାରଣ ଙ୍କ ଠାରୁ ଭୋଟ ପାଇ ସରକାର ଗଢାଯାଉଛି ତାହାହେଲେ ଜନସାଧାରଣ ଙ୍କ କେମିତି ଭଲରେ ରହିବେ, ପରିବେଶ କେମିତି ଭଲରେ ରହିବେ ସେଇ ବିଷୟରେ ସରକାର ଚିନ୍ତା କରୁନାହାନ୍ତି କାହିଁକି, ଯେତେବେଳେ ଭୋଟ ଆସେ ସରକରି ଦଲାଲ ମାନେ ଘର ଘର ବୁଲି ଭୋଟ ଭୀକ୍ୟା କରିଥାନ୍ତି, ଆଉ ଭୋଟ ପାଇଲା ପରେ ନିଜେ ଦେଇଥିବା ପ୍ରତିଶୃତି ଭୁଲି ଯାନ୍ତି, ଯେମିତି ପ୍ରତିଶୃତି ଦେଇଥାନ୍ତି ସେମିତି ପ୍ରତିଶୃତି ପୂରଣ କରୁନାହାନ୍ତି କାହଁକି ସରକାରୀ ଦଲାଲ ଆଘକୁ ଜନସାଧାରଣ ବଞ୍ଚିଲେ ତ ଭୋଟ ପାଇବେ ସରକାର ତେଣୁ ଦେଇଥିବା ପ୍ରତିଶୃତି ପୂରଣ କରନ୍ତୁ ସରକାର ଏବଂ ପରିବେଶ ସୁରକ୍ଷା ରଖନ୍ତୁ