Search
Close this search box.

New Odisha Youth Development Program of Naveen Odisha

0
SHARES
25
VIEWS

ନୂଆ ଓଡ଼ିଶା ଯୁବ ଓଡିଶା,ନବୀନ ଓଡ଼ିଶା ର ଆନୁକୁଲ୍ୟରେ ବିଜ୍ଞାନ ମହାବିଦ୍ୟାଳୟରେ ମାଗଣା ଚକ୍ଷୁ ଓ ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ସାରିଛି l ଈଷରତ୍ ନର୍ସହୋମ ବ୍ରହ୍ମପୁର ରୁ ଡ଼ାକ୍ତର ସୟୁଦ ଆଜିଦ ହସିନ ଓ ତାଙ୍କର ଟିମ୍ ଆସି ବହୁ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରାଇଥିଲେ l ଏହାକୁ କଲେଜ ଅଧକ୍ଷ ଡ. ପ୍ରକାଶ ଚନ୍ଦ୍ର ଜେନା ଉଦଘାଟିତ କରାଇ ଥିଲେ l ଏଥିରେ ଶ୍ରୀ ସୁଶାନ୍ତ କୁମାର ସାହୁ, ଶ୍ରୀ ସୁଶାନ୍ତ କୁମାର ପଣ୍ଡା,ଶ୍ରୀ ମିଟୁ ସାହୁ,ଶ୍ରୀ ଲିଙ୍ଗରାଜ ରଥ ଏହି କା୍ଯ୍ୟଭାର ତୁଲାଇ ଥିଲେ l ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସାହାଯ୍ୟ କରିଥିଲେ l

    Related News

    Follow Us