ଶେଷ ସୁଯୋଗ ଆଉ ମାତ୍ର ୩ଦିନ
ଧ୍ୟାନ ଦିଅନ୍ତୁ ନଚେତ ଭୋଟ ଦେବାରୁ ବଞ୍ଚିତ ହୋଇ ପାରନ୍ତି ଆପଣ ।
ଆପଣଙ୍କ ବୁଥ ର ଭୋଟର ତଲିକା ଯାଞ୍ଚ କରନ୍ତୁ , ଭୋଟର ତାଲିକା ରେ ଆପଣ ତଥା ଅନ୍ୟ ଭୋଟରମାନଙ୍କ ନାମ ଅଛିକି ନାହଁ ଦେଖି ନିଅନ୍ତୁ ।।ହୁଏତ ଆପଣଙ୍କ ନାମ କଟିଯାଇଥିବ । ଏହାକୁ ଆଖି ଆଗରେ ରଖି , ସବୁ ବୁଥର କାର୍ଯ୍ଯ କର୍ତ୍ତାଙ୍କୁ ସୁଚନା ଦିଆଯାଉଛି ।
ଜଦି କୌଣସି ଭୋଟର ନାମ କଟି ଯାଇଥାଏ ତେବେ ଆପଣ ଏହି ଲିଙ୍କ୍ ରେ ଯାଇ https://voters.eci.gov.in/login
କରନ୍ତୁ କିମ୍ବା ଆପଣଙ୍କ ବୁଥ ରେ ଥିବା ଅଙ୍ଗନାଔଡି BLO ସହ ଯୋଗା ଯୋଗ କରନ୍ତୁ ।।
ତଦାରଖର ଶେଷ ତାରିଖ ଡିସେମ୍ୱର ୯ ଏହା ମଧ୍ୟରେ ଆପଣ ନୂତନ ନାମ ଯୋଡିବା,ସଂଶୋଧନ କରିବା ପାଇଁ ଆବେଦନ କରି ପାରିବେ । ନଚେତ ଭୋଟ ଦେବାରୁ ବଚିଂତ ହେବେ ଆପଣ ।