Search
Close this search box.

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

0
SHARES
11
VIEWS

ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ,, ବିଷାକ୍ତ ଖାଦ୍ୟ ଖାଇ ମୃତ୍ୟୁ ହୋଇଥିବା ସନ୍ଦେହ,,,ଯୋଡା-(ସଂଘର୍ଷ ) କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାମେବାରି ଅଞ୍ଚଳ ରେ ଜଣେ ଯୁବକ ଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିବା ଜଣାପଡିଛି, ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦପୁର ଖପରାଖାଇ ଅଞ୍ଚଳ ର ମିଳନ ମାଝୀ ନାମକ ଜଣେ ଯୁବକ ବାଲାଜୀ ଟ୍ରାନ୍ସପୋର୍ଟ କମ୍ପାନୀ ରେ କାମ କରିବା ପାଇଁ ବାମେବାରି ଆସିଥିଲେ ତେବେ ମାସ ଆରମ୍ଭରୁ କାର୍ଯ୍ୟ କରିବା ନେଇ ନିଜ ସାଙ୍ଗ ଙ୍କ ଙ୍କ ସହ ମେସ ରେ ରହୁଥିଲେ, ତେବେ ସୋମବାର ଦିନ ଦ୍ଵିପହର ସମୟରେ ହୋଟେଲ ରୁ ଖାଇ ମେସ ରେ ବିଶ୍ରାମ ନେଉଥିବା ବେଳେ ହଠାତ୍ ତାଙ୍କ ର ମୁଣ୍ଡ ବାନ୍ଧିଥିବା ବେଳେ ମେସ ରେ ଥିବା ସାଙ୍ଗ ମେଡିସିନ ଆଣି ଦେବାକୁ କହୁଥିବା ବେଳେ ମିଲନ ତଳେ ପଡିଯାଇଥିଲେ ଓ ରକ୍ତ ବାନ୍ତି କରିଥିଲେ ଏଥିରେ ସାଙ୍ଗ ଜଣକ ଭୟଭୀତ ହୋଇ ପାଖ ଲୋକଙ୍କୁ ଡାକିବା ସହ ତୁରନ୍ତ ଆମ୍ବୁଲାନ୍ସ ଦ୍ଵାରା ଯୋଡା ର ଏକ ବେସରକାରୀ ଡାକ୍ତରଖାନା କୁ ଆଣିଥିଲେ ହେଁ ଉକ୍ତ ଡାକ୍ତରଖାନା ର ଡାକ୍ତର ତାଙ୍କୁ ଟାଟା ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ, ତେବେ ଟାଟା ଡାକ୍ତରଖାନା କୁ ନେଇ ଭର୍ତି କରିବା ସଙ୍ଗେ ସଙ୍ଗେ ମିଲନ ମାଝୀ ଙ୍କ ମୃତ୍ୟୁ ହୋଇଥିଲା, ପରେ ମରଶରୀର କୁ ଶବ ଗୃହ ରେ ରଖି ଘର ଲୋକଙ୍କୁ ଖବର ଦିଆଯାଇଥିଲା, ଖବର ପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ର ଅନୁଧ୍ୟାନ କରି ତଦନ୍ତ କରିବା ସହ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ସଠିକ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

    Related News

    Follow Us