Search
Close this search box.

କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀର ୭୦ତମ ପ୍ରତିଷ୍ଠା ଦିବସ ପାଳିତ

0
SHARES
4
VIEWS

କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଖଜୁରୀପଡ଼ା ଆମ୍ବେଦକର କଲେଜ ଛକ ପଡିଆ ନିକଟରେ ପାଳିତ ହୋଇଯାଇଛି । ଅତିଥିଭାବେ କନ୍ଧମାଳ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, କୁମୁଦ ଚନ୍ଦ୍ର ମଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ସଭ୍ୟା ମମତା ମଲିକ, ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, କୁଇସମାଜ ସେବା ସମିତି ସଭାପତି ସୁଦର୍ଶନ କହଁର, ନାରୀନେତ୍ରୀ ଗୀତାଞ୍ଜଳି କହଁର ଯୋଗଦେଇ ଥିଲେ। ଖଜୁରୀପଡା ଅଧୃଷ୍ଠାତ୍ରୀ ଦେବୀ ମା’ ସୁରାଦେଇଙ୍କ ପୀଠରୁ ପଦଯାତ୍ରା କରି ଖଜୁରୀପଡା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆମ୍ବେଦକର କଲେଜ ଛକ ନିକଟରେ ଏକ ଆଲୋଚନା ସଭା କରାଯାଇଥିଲା।ସମାଜସେବୀ ମୋହନ କହଁର, ବିଦୁର ମଲିକ, ହିରାମତୀ କହଁରଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି। ପଞ୍ଚାନନକହଁର ମଞ୍ଚ ପରିଚାଳନା କରିଥିବା ବେଳେ ବୀରେନ୍ଦ୍ର କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

    Related News

    Follow Us